21.1 C
Bhubaneswar
Thursday, December 11, 2025
Homeଓଡିଶାଦାୟିତ୍ୱ ନେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା

ଦାୟିତ୍ୱ ନେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା

ଭୁବନେଶ୍ୱର: ଦାୟିତ୍ୱ ନେଲେ ନୂଆ ମହିଳା କମିଶନ ଅଧ୍ୟକ୍ଷା ଶୋଭନା ମହାନ୍ତି । ଆତ୍ମାହୁତି ପ୍ରସଙ୍ଗରେ  କିଛି ପ୍ରତିକ୍ରିୟା ରଖିଛନ୍ତି ।କହିଛନ୍ତି , କେହି ଆଇନର ଉପରେ ନୁହନ୍ତି , ଅନୁଧ୍ୟାନ କରିବି । ମହିଳାଙ୍କ ସୁରକ୍ଷା ନେଇ ଆଇନରେ କଠୋର ପଦକ୍ଷେପ ଦରକାର । ମାତ୍ର କିଛି ସମୟ ହେଲା ଦାୟିତ୍ୱ ନେଇଛି,  ସବୁ କିଛି ଅନୁଧ୍ୟାନ କରିବି । ତଦନ୍ତ ପରିସର ଭିତରେ ଯିଏ ଦୋଷୀ ହେବେ, ନିଶ୍ଚିତ ଦଣ୍ଡ ପାଇବେ । ବାଲେଶ୍ୱର ଆଦି ଘଟଣାରେ ସରକାର ତ୍ୱରିତ ପଦକ୍ଷେପ ନେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking