ଭୁବନେଶ୍ୱର : ସରକାର ଆଣିବେ ନୂଆ ୟୁନିଫର୍ମ ଲ୍ୟାଣ୍ଡ ପଲିସି । ୩ ମାସ ଭିତରେ ରାଜ୍ୟ ସରକାର ଆଣିବେ ନୂଆ ପଲିସି । କ୍ୟାବିନେଟ ବୈଠକରେ ୟୁନିଫର୍ମ ଲ୍ୟାଣ୍ଡ ପଲିସିକୁ ମଞ୍ଜୁରି ମିଳିବ । ଏନେଇ ଗୃହରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ସୂଚନା ଦେଇଛନ୍ତି ।