ଭୁବନେଶ୍ୱର : ନୂଆ ଟେକ୍ନୋଲୋଜିରେ ହେବ ପକ୍ଷୀ ଗଣନା । ପକ୍ଷୀ ଓ କଇଁଛ ଗଣନା ପାଇଁ ବ୍ୟବହାର ହେବ ନୂଆ ଟେକ୍ନୋଲୋଜି । ବିଭିନ୍ନ ପ୍ରକାରର ସେନସରର ସହାୟତା ନିଆଯିବ । ଇରାନ ଓ ସିରିଆ ପକ୍ଷୀଙ୍କୁ ଲଗାଯିବ ସାଟେଲାଇଟ ରିଂ । ବିଭିନ୍ନ ପକ୍ଷୀଙ୍କୁ ହାରନେଓ କଲର ମାଧ୍ୟମରେ ଚିହ୍ନଟ କରାଯିବ ।