33.1 C
Bhubaneswar
Sunday, February 22, 2026
Homeଓଡିଶାଆସିବ ନୂଆ ଆର ଆଣ୍ଡ ଆର ପଲିସି- ସୁରେଶ ପୂଜାରୀ  

ଆସିବ ନୂଆ ଆର ଆଣ୍ଡ ଆର ପଲିସି- ସୁରେଶ ପୂଜାରୀ  

ଭୁବନେଶ୍ୱର : ୨୦୦୬ ଆର ଆଣ୍ଡ ଆର ସଂଶୋଧନ ପାଇଁ ଯୋଜନା ରହିଛି । ବିଧାନସଭାରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ସୂଚନା ରହିଛି । ୨୦୨୫ରେ ନୂଆ ଆର ଆଣ୍ଡ ଆର ପଲିସି ଆଣିବାକୁ ଯୋଜନା କରାଯାଇଛି । ଜମି ବଦଳରେ ଜମି ଦେବା ନେଇ ସରକାରଙ୍କ ଯୋଜନା ରହିଛି । କ୍ଷତିପୂରଣ ପରିବର୍ତ୍ତେ ଅନ୍ୟତ୍ର ଜମି ଦେବା ପାଇଁ ଗୁରୁତ୍ୱ ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking