26.1 C
Bhubaneswar
Thursday, September 19, 2024
Homeଓଡିଶାସରକାରୀ ପ୍ରସ୍ତାବରେ ନାହିଁ ନୂଆ ଏନଏସି

ସରକାରୀ ପ୍ରସ୍ତାବରେ ନାହିଁ ନୂଆ ଏନଏସି

ଭୁବନେଶ୍ୱର : ପୂର୍ବ ସରକାରଙ୍କ ୫୭ ଏନ୍‌ଏସି ଘୋଷଣାକୁ ନେଇ ମନ୍ତ୍ରୀଙ୍କ ଉତ୍ତର । ଗୃହରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉତ୍ତର । ନିର୍ବାଚନକୁ ଆଖିରେ ରଖି ପୂର୍ବ ସରକାର ଏନ୍‌ଏସି ଘୋଷଣା କରିଥିଲେ । କିନ୍ତୁ ଏନେଇ କୌଣସିି ସରକାରୀ ପ୍ରସ୍ତାବ ନାହିଁ ।ଜିଲ୍ଲାପାଳଙ୍କୁ କେବଳ ଚିଠି ହୋଇଥିଲା, କିନ୍ତୁ ଉତ୍ତର ମିଳିନାହିଁ । ନୂଆ ଏନ୍‌ଏସି ନେଇ ବିଚାର ବିମର୍ଶ କରି ନଷ୍ପତ୍ତି ନେବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking