37.1 C
Bhubaneswar
Monday, June 2, 2025
Homeଓଡିଶାଖୁବଶୀଘ୍ର ନୂଆ ଇଭି ପଲିସି: ମନ୍ତ୍ରୀ

ଖୁବଶୀଘ୍ର ନୂଆ ଇଭି ପଲିସି: ମନ୍ତ୍ରୀ

ଭୁବନେଶ୍ୱର: ଖୁବଶୀଘ୍ର ଆସିବ ନୂଆ ଇଭି ପଲିସି । ଅଧିକ ଇଲେକ୍ଟ୍ରେ ଗାଡି ବ୍ୟବହାର ପାଇଁ ଆସିବ ପଲିସି । ସରକାରୀ ଅଫିସରଙ୍କ ଘରେ ଲାଗିବ ସୌର ପ୍ୟାନେଲ । ସୌର ପ୍ୟାନେଲ ଲଗାଇବା ବାଧ୍ୟତାମୂଳକ । ସରକାରୀ କର୍ମଚାରୀ ଇଭି ଗାଡି ବ୍ୟବହାର କରିବେ । ଏନେଇ ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ କେଭି ସିଂଦେଓ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking