14.1 C
Bhubaneswar
Monday, January 12, 2026
Homeଓଡିଶାବଡବାପାଙ୍କୁ ହାଣିଦେଲା ପୁତୁରା

ବଡବାପାଙ୍କୁ ହାଣିଦେଲା ପୁତୁରା

ବାରିପଦା: ବାରିପଦାରେ ଆଶ୍ଚର୍ଯ୍ୟଜନକ ଘଟଣା । ବଡବାପାଙ୍କୁ ହାଣି ମାରିଦେଲା ମାନସିକ ବିକାରଗ୍ରସ୍ତ ପୁତୁରା । କରଞ୍ଜିଆ ଥାନା କରଡିଆ ଗାଁରେ ହାଣି ମାରିଦେଇ ଥିବା ସୂଚନା ମିଳିଛି । ସ୍ଥାନୀୟ ଲୋକଙ୍କଠାରୁ ଘଟଣା ସମ୍ପର୍କରେ ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ପୋଲିସ ଅଭିଯୁକ୍ତ ପୁତୁରାକୁ ଅଟକ ରଖି ପଚରାଉଚରା କରୁଛି । ହତ୍ୟାକାଣ୍ଡ ପଛର କାରଣ ଜାଣିବା ପାଇଁ ଅଧିକ ତଦନ୍ତ ଜାରି ରହିଛି । ଘଟଣା ପରେ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking