16.1 C
Bhubaneswar
Sunday, December 7, 2025
Homeଓଡିଶାନେପାଳ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ : ସୂର୍ଯ୍ୟବଂଶୀ

ନେପାଳ ଛାତ୍ରଛାତ୍ରୀଙ୍କ ସୁରକ୍ଷାକୁ ଗୁରୁତ୍ୱ : ସୂର୍ଯ୍ୟବଂଶୀ

ଭୁବନେଶ୍ୱର : ନେପାଳ ସରକାରଙ୍କ ଦୁଇଜଣ ପ୍ରତିନିଧି  ଓଡିଶା ଆସିଛନ୍ତି । ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କ  ସହ ବୈଠକ କରିଛନ୍ତି । ମୁଖ୍ୟଶାସନ ସଚିବଙ୍କ ଉପସ୍ଥିତିରେ  ବୈଠକ ହୋଇଛି । ଉଚ୍ଚଶିକ୍ଷା ମନ୍ତ୍ରୀ , ଗୃହ ସଚିବ ସହ ଆଲୋଚନା ହୋଇଛି । ଉଭୟ ପକ୍ଷ ଘଟଣାକୁ ନେଇ ଆଲୋଚନା କରିଛନ୍ତି । ପିଲାଙ୍କ ପାଇଁ ସରକାରୀ ସ୍ତରରେ ପଦକ୍ଷେପ ନିଆଯାଉଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking