19.1 C
Bhubaneswar
Sunday, February 8, 2026
Homeଦେଶ ବିଦେଶନେପାଳ ଜେନ-ଜେଡ୍ ପ୍ରତିବାଦ: ଡିଏସ୍ପିଙ୍କୁ ପିଟି ପିଟି ହତ୍ୟା

ନେପାଳ ଜେନ-ଜେଡ୍ ପ୍ରତିବାଦ: ଡିଏସ୍ପିଙ୍କୁ ପିଟି ପିଟି ହତ୍ୟା

ନେପାଳ: ନେପାଳରେ କଥିତ ଦୁର୍ନୀତି ଏବଂ ସୋସିଆଲ ମିଡିଆ ପ୍ରତିବନ୍ଧକ ବିରୋଧରେ ଚାଲିଥିବା ପ୍ରତିବାଦ ଏବେ ଏକ ସାଂଘାତିକ ମୋଡ଼ ନେଇଛି। ହିଂସାତ୍ମକ ପ୍ରତିବାଦ ସମୟରେ ବିକ୍ଷୋଭକାରୀଙ୍କୁ ଗୁଳି କରିବାକୁ ନିର୍ଦ୍ଦେଶ ଦେଇଥିବା ନେପାଳର ଡିଏସ୍ପିଙ୍କୁ ପ୍ରଦର୍ଶନକାରୀମାନେ ପିଟି ପିଟି ହତ୍ୟା କରିଥିବା ଜଣାପଡ଼ିଛି। ନେପାଳରେ ହିଂସାତ୍ମକ ପ୍ରତିବାଦ ମଧ୍ୟରେ ପରିସ୍ଥିତି ନିୟନ୍ତ୍ରଣ ବାହାରକୁ ଯାଇଛି। ଗୋଟିଏ ପରେ ଗୋଟିଏ ଶୀର୍ଷ ପଦବୀରେ ଥିବା ନେତାମାନେ ଇସ୍ତଫା ଦେଇଛନ୍ତି। ଏଥିରେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଏବଂ ଗୃହମନ୍ତ୍ରୀ ଭଳି ପଦବୀ ଅନ୍ତର୍ଭୁକ୍ତ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking