25.1 C
Bhubaneswar
Thursday, February 5, 2026
Homeଓଡିଶାନେପାଳ ବିଦେଶ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫୋନ୍‌

ନେପାଳ ବିଦେଶ ମନ୍ତ୍ରୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଫୋନ୍‌

ଭୁବନେଶ୍ୱର: କିଟ୍ ରେ ନେପାଳ ଛାତ୍ରଙ୍କ ମୃତ୍ୟୁ ମାମଲା । ନେପାଳ ବୈଦେଶିକ ମନ୍ତ୍ରୀଙ୍କ ସହ କଥା ହେଲେ ମୁଖ୍ୟମନ୍ତ୍ରୀ । ଦୃଢ କାର୍ଯ୍ୟାନୁଷ୍ଠାନ ନେବାକୁ ଦେଲେ ପ୍ରତିଶ୍ରୁତି । ଛାତ୍ରଛାତ୍ରୀଙ୍କ ଭରସା ଫେରାଇବାକୁ ପଦକ୍ଷେପ ପାଇଁ ପ୍ରତିଶ୍ରୁତି । ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ନେପାଳ ଅଧିକାରୀ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking