17.1 C
Bhubaneswar
Tuesday, December 9, 2025
Homeଓଡିଶାଆଲୋଚନା ସଫଳ, ତଥାପି ଆନ୍ଦୋଳନ ଦୁର୍ଭାଗ୍ୟଜନକ

ଆଲୋଚନା ସଫଳ, ତଥାପି ଆନ୍ଦୋଳନ ଦୁର୍ଭାଗ୍ୟଜନକ

ଭୁବନେଶ୍ୱର:  ଡ୍ରାଇଭର ସଂଘର ଆନ୍ଦୋଳନ ନେଇ ପରିବହନ ମନ୍ତ୍ରୀ ବିଭୁତି ଭୁଷଣ ଜେନା  ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, ସଂଘର ୭ ଦଫା ଦାବି ନେଇ ସଫଳ ଆଲୋଚନା ହୋଇଛି । ତଥାପି ଡ୍ରାଇଭରମାନେ ଆନ୍ଦୋଳନ କରିବା ଦୁର୍ଭାଗ୍ୟଜନକ ।  କାଯ୍ୟରତ ଡ୍ରାଇଭରମାନଙ୍କୁ ଆକ୍ରମଣ କଲେ କାଯ୍ୟାନୁଷ୍ଠାନ ହେବ ।  କଂଗ୍ରେସ ଡ୍ରାଇଭରମାନଙ୍କୁ ନେଇ ରାଜନୀତି କରୁଛି ।  ସଂଘର ସମସ୍ତ ଦାବି ପୂରଣ କରିବାକୁ ସରକାର ଚେଷ୍ଟା କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking