28.1 C
Bhubaneswar
Saturday, June 14, 2025
Homeଦେଶ ବିଦେଶଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା: ସୁପ୍ରିମକୋର୍ଟ

ଗୋଟିଏ ସିଟିଂରେ ହେବ ନିଟ୍‌-ପିଜି ପରୀକ୍ଷା: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଏଣିକି ଗୋଟିଏ ସିଟିଂରେ ହେବ  ନିଟ୍‌-ପିଜି ପରୀକ୍ଷା । ନିଟ୍‌- ପିଜି ପରୀକ୍ଷାକୁ ନେଇ ସୁପ୍ରିମକୋର୍ଟ ବଡ ନିଷ୍ପତ୍ତି ନେଇଛନ୍ତି । ମାମଲାର ଶୁଣାଣି କରି ଏନବିଟିକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ । ୨ଟି ସିଟିଂରେ ପରୀକ୍ଷା କରିବାକୁ ଏନବିଟିର ଆବେଦନକୁ ପ୍ରତ୍ୟାଖ୍ୟାନ କରାଯାଇଛି । ୨ଟି ସିଟିଂରେ ପରୀକ୍ଷାକୁ ଭୁଲ ଦର୍ଶାଇଲେ ସୁପ୍ରିମକୋର୍ଟ । ଛାତ୍ରଛାତ୍ରୀମାନଙ୍କୁ ସମାନ ପରିବେଶର ସୁଯୋଗ ମିଳିବା ଉଚିତ । ପୂର୍ବ ନିର୍ଦ୍ଧାରିତ ଜୁନ ୧୫ ତାରିଖରେ ହେବ ନିଟ୍‌- ପିଜି ପରୀକ୍ଷା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking