21.1 C
Bhubaneswar
Tuesday, February 3, 2026
Homeଓଡିଶାମନୀଷ  ଅଗ୍ରୱାଲଙ୍କ ନାଁରେ  ଏନବିଡବ୍ଲ୍ୟୁ

ମନୀଷ  ଅଗ୍ରୱାଲଙ୍କ ନାଁରେ  ଏନବିଡବ୍ଲ୍ୟୁ

ମାଲକାନଗିରି : ମାଲକାନଗିରି ପୂର୍ୱତନ ଜିଲ୍ଲାପାଳ  ମନୀଷ ଅଗ୍ରୱାଲଙ୍କ ନାଁରେ ଏନବିଡବ୍ଲ୍ୟୁ । କୋର୍ଟରେ ହାଜର  ନହେବାରୁ  ଏନବିଡବ୍ଲ୍ୟୁ  ଜାରି କଲେ ଏସଡିଜେଏମ । ସହେଯାଗୀ  ଦେବନାରାୟଣ ପଣ୍ଡା ମୃତ୍ୟୁ ମାମଲାରେ ଏନବିଡବ୍ଲ୍ୟୁ ଜାରି । ୨୦୧୯ ରେ  ଡିସେମ୍ବରରେ ଦେବନାରାୟଣଙ୍କର ସନ୍ଦେହଜନକ ମୃତ୍ୟୁ ହୋଇଥିଲା । ଦେବନାରାୟଣଙ୍କ ପରିବାର ହତ୍ୟା ଅଭିଯୋଗ ଆଣିଥିଲେ ।

 

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking