18.1 C
Bhubaneswar
Saturday, December 20, 2025
Homeଓଡିଶାନୟାଗଡ କୋପରେଟିଭ ବ୍ୟାଙ୍କକୁ ସସପେଣ୍ଡ

ନୟାଗଡ କୋପରେଟିଭ ବ୍ୟାଙ୍କକୁ ସସପେଣ୍ଡ

ନୟାଗଡ  : ନୟାଗଡ  ଜିଲ୍ଲା କେନ୍ଦ୍ରୀୟ ସମବାୟ ବ୍ୟାଙ୍କ କମିଟିକୁ ସସପେଣ୍ଡ  କରାଯାଇଛି । ଦୁର୍ନୀତି ଅଭିଯୋଗରେ ରାଜ୍ୟ ସମବାୟ ସମିତି ପକ୍ଷରୁ ନିଲମ୍ବନ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ପରିଚାଳନା କମିଟି ସଭାପତିଙ୍କ ବିରୋଧରେ ଅଭିଯୋଗ ପରେ କାଯ୍ୟାନୁଷ୍ଠାନ ନିଆଯାଇଛି । ଜିଲ୍ଲାପାଳଙ୍କୁ କେନ୍ଦ୍ରୀୟ ସମବାୟ ସମିତି ବ୍ୟାଙ୍କ ପରିଚାଲନା ଦାୟିତ୍ୱ  ଦିଆଯାଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking