23.1 C
Bhubaneswar
Sunday, February 8, 2026
Homeଓଡିଶାଦେଶରେ ନକ୍ସଲବାଦ ଶେଷ ହେବ: ମୋଦୀ  

ଦେଶରେ ନକ୍ସଲବାଦ ଶେଷ ହେବ: ମୋଦୀ  

ଭୁବନେଶ୍ୱର: ବର୍ଷ ପୂର୍ତ୍ତି ଅବସରରେ ପ୍ରଧାନମନ୍ତ୍ରୀ  ନରେନ୍ଦ୍ର ମୋଦୀ ଉଦବୋଧନ ଦେଇଛନ୍ତି ।  ଜୟ ଜଗନ୍ନାଥ, ଜୟ ଲିଙ୍ଗରାଜ କହି ଅଭିଭାଷଣ ଆରମ୍ଭ କରିଛନ୍ତି । ଏହି ବର୍ଷଟି ସୁଶାସନ ସ୍ଥାପନର ବର୍ଷ ।  ମୁଁ ଓଡିଶାବାସୀଙ୍କୁ ହୃଦୟରୁ ଅଭିନନ୍ଦନ ଜଣାଉଛି ।  ମୋହନ ସରକାରଙ୍କ ଟିମକୁ ଧନ୍ୟବାଦ ଜଣାଇଛନ୍ତି  ପୂର୍ୱରୁ  ଆଦିବାସୀଙ୍କୁ ବ୍ୟବହାର କରାଯାଇଛି । ଆଦିବାସୀଙ୍କୁ ନକ୍ସଲବାଦ ଆଡକୁ ଠେଲି  ଦିଆଯାଇଥିଲା । ଆଦିବାସୀ ଅଞ୍ଚଳକୁ ରେଡ କରିଡର  ନାମ ଦେଇ ବଦନାମ କରାଯାଇଛି । ଖୁବଶୀଘ୍ର  ଆଦିବାସୀ ସମାଜକୁ ହିଂସାରୁ ମୁକ୍ତି ମିଳିବ ।  ଆଦିବାସୀ ସମାଜକୁ ବିକାଶର ରାସ୍ତା ଦେଖାଇଛୁ ।   ନକ୍ସଲ ହିଂସା ବହୁତ ପରିମାଣରେ  କମାଇଛୁ ।  ଦେଶରେ ନକ୍ସଲବାଦ ଧ୍ୱଂସ  ହେବ ।  ଏହା ମୋଦୀ ଗ୍ୟାରେଣ୍ଟି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking