ଭୁବନେଶ୍ୱର: ନବୀନଙ୍କ ବକ୍ତବ୍ୟ ନେଇ ମନମୋହନ ସାମଲ ଜବାବ ଦେଇଛନ୍ତି । ବିଜୁବାବୁଙ୍କ ପ୍ରତି ଆମର ଯଥେଷ୍ଟ ସମ୍ମାନ ଅଛି । ଭଲ କାମ ପାଇଁ ଓଡିଶାବାସୀ ମନେ ରଖିବେ । ନବୀନଙ୍କ ମନ୍ତବ୍ୟ ରାଜନୀତି ଉଦେଶ୍ୟ ପ୍ରଣୋଦିତ ବାକ୍ୟ । ନବୀନଙ୍କ ଏଭଳି ବକ୍ତବ୍ୟ ଉଚିତ ନୁହେଁ ।