28.1 C
Bhubaneswar
Thursday, April 2, 2026
Homeଓଡିଶାନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ

ନଭେମ୍ବରରୁ ଜିଲ୍ଲା ବୁଲିବେ ନବୀନ

ଭୁବନେଶ୍ୱର : ଆସନ୍ତା ନଭେମ୍ବରରୁ ଜିଲ୍ଲା ବୁଲିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ସୂଚନା ଦେଲେ ବିଜେଡି ନେତା ପ୍ରଶାନ୍ତ ମୁଦୁଲି । ତା ପୂର୍ବରୁ ଜିଲ୍ଲା ସମୀକ୍ଷା ସାରୁଛନ୍ତି ସୁପ୍ରିମୋ । ସମୀକ୍ଷ ସମୟରେ ନବୀନଙ୍କ ଆଗରେ ନେତା ଅସନ୍ତୋଷ ଝାଡୁଛନ୍ତି । ହାରିବା ପଛରେ ନିର୍ବାଚନମଣ୍ଡଳୀ ଭିନ୍ନଭିନ୍ନ କାରଣ ରହିଛି । ନିର୍ଦ୍ଦିଷ୍ଟ କାରଣ ଯୋଗୁଁ ହାରିନୁ ଅନେକ କାରଣ ଅଛି । ଖୋଲାଖୋଲି ଭାବରେ ନବୀନ କର୍ମୀଙ୍କ ପରାମର୍ଶ ନେଉଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking