ଭୁବନେଶ୍ୱର: ଆସନ୍ତାକାଲି ଶଙ୍ଖ ଭବନରେ ନବୀନ ନେବେ ବୈଠକ । ଦଳୀୟ ନେତାଙ୍କ ସହ କରିବେ ଆଲୋଚନା । ବୈଠକରେ ବିଧାୟକ, ସାଂସଦ ଓ ବରିଷ୍ଠ ନେତା ଉପସ୍ଥିତ ରହିବେ । ଆସନ୍ତାକାଲି ଚୂଡାନ୍ତ ହେବ ଦଳର କାଉଣ୍ଟର ରଣନୀତି । ଏନେଇ ବିଜେଡି ବିଧାୟକ ଅରୁଣ ସାହୁ ସୂଚନା ଦେଇଛନ୍ତି ।