ଭୁବନେଶ୍ୱର: ପଞ୍ଚାୟତିରାଜ ଦିବସକୁ ନେଇ ବିଜେପିକୁ ନବୀନଙ୍କ ଟାର୍ଗେଟ । ସରକାରକୁ ଆସିବା ପରେ କ୍ରୀଡା ସମ୍ମାନ ନାଁ ବଦଳାଇବାକୁ ଚେଷ୍ଟା କଲେ । ଏବେ ବିମାନ ବନ୍ଦର ନାଁ ବଦଳାଇବାକୁ ଚେଷ୍ଟା କରୁଛନ୍ତି । ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଲେ, ଦୋଷୀ ଧରାପଡିଲେନି । ନାଁ ବଦଳାଇପାରନ୍ତି କିନ୍ତୁ ଭଲ ପାଇବାକୁ ନୁହେଁ ।










