30.1 C
Bhubaneswar
Sunday, February 8, 2026
Homeଓଡିଶାନବୀନ କ୍ଷମା ମାଗନ୍ତୁ: ଭକ୍ତ ଦାସ

ନବୀନ କ୍ଷମା ମାଗନ୍ତୁ: ଭକ୍ତ ଦାସ

ଭୁବନେଶ୍ୱର: କଂଗ୍ରେସକୁ ନବୀନ ପଟ୍ଟନାୟକ କ୍ଷମା ମାଗନ୍ତୁ । ୭  ଦିନ ଭିତରେ  କ୍ଷମା ମାଗନ୍ତୁ କହିଛନ୍ତି ଭକ୍ତ ଦାସ । ବିଜେଡିର ଜଣେ ନେହେରୁଙ୍କୁ  ପାଣ୍ଡିୟାନ ସହ ତୁଳନା କଲେ । ନେହେରୁଙ୍କ ବାବଦରେ କହିବାକୁ ସେ କିଏ ? ଗୁଲାମ ହୋଇ ଟିକେଟ ପାଇଥିଲେ , ହାରିଲେ କହିଛନ୍ତି ଭକ୍ତ ଦାସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking