25.9 C
Bhubaneswar
Monday, April 6, 2026
Homeଓଡିଶାକୃତୀ ବଣ୍ଡା ଛାତ୍ର ମଙ୍ଗଳା ଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ

କୃତୀ ବଣ୍ଡା ଛାତ୍ର ମଙ୍ଗଳା ଙ୍କୁ ସମ୍ବର୍ଦ୍ଧିତ କଲେ ନବୀନ ପଟ୍ଟନାୟକ

ଭୁବନେଶ୍ୱର : ଚଳିତ ବର୍ଷ NEET ପରୀକ୍ଷା ରେ କୃତକାର୍ଯ୍ୟ ହୋଇ ବ୍ରହ୍ମପୁର MKCG medical କଲେଜ ରେ ଡାକ୍ତରୀ ପାଠ୍ୟକ୍ରମ ରେ ନାମ ଲେଖାଇଥିବା ବଣ୍ଡା ଛାତ୍ର ମଙ୍ଗଳା ମୁଦୁଲି ଆଜି ସନ୍ଧ୍ୟା ରେ ବିରୋଧୀ ଦଳ ନେତା ଶ୍ରୀ ନବୀନ ପଟ୍ଟନାୟକ ଙ୍କୁ ଭେଟି ତାଙ୍କ ଆଶୀର୍ବାଦ ନେଇଥିଲେ ।
ଏହି ଅବସରରେ ଶ୍ରୀ ପଟ୍ଟନାୟକ ମଙ୍ଗଳା ଙ୍କ ସଫଳତା ରେ ଅତ୍ୟନ୍ତ ଆନନ୍ଦ ପ୍ରକାଶ କରିବା ସହ ତାଙ୍କର ଉଜ୍ଜଳ ଭବିଷ୍ୟତ କାମନା କରିଥିଲେ ଏବଂ ଏକ ମୋଵାଇଲ ଫୋନ୍ ଦେଇ ତାଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସମ୍ବର୍ଦ୍ଧନା ର ଉତ୍ତର ରେ ମଙ୍ଗଳା କହିଥିଲେ ଯେ ପୂର୍ବ ସରକାର ସମୟରେ ସରକାରୀ ସ୍କୁଲ ପିଲା ଙ୍କ ପାଇଁ ହୋଇଥିବା 15% reservation ଯୋଗୁଁ ତାଙ୍କ ର ଡାକ୍ତର ହେବା ସ୍ବପ୍ନ ସାକାର ହୋଇଛି. ସେଥିପାଇଁ ସେ ପଟ୍ଟନାୟକ ଙ୍କୁ ଧନ୍ୟବାଦ ଜଣାଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking