38.3 C
Bhubaneswar
Tuesday, April 22, 2025
Homeଓଡିଶାନବୀନ ହେଉଛନ୍ତି ଆମର ନେତା: ସମ୍ବିତ

ନବୀନ ହେଉଛନ୍ତି ଆମର ନେତା: ସମ୍ବିତ

ଭୁବନେଶ୍ୱର: ନବୀନଙ୍କୁ କ୍ଷତି ପହଞ୍ଚାଇଲେ ସ୍ୱର ଉତ୍ତୋଳନ ହେବ । ଏନେଇ ଗଣ ମାଧ୍ୟମରେ ପ୍ରତିକ୍ରିୟା ରଖିଲେ ସମ୍ବିତ ରାଉତରାୟ । କହିଲେ, ନବୀନ ସୁଦୃଢ କଥା ସମସ୍ତେ ଚାହାନ୍ତି । ସମସ୍ତେ ଆଶା ଓ ଆଶଙ୍କାରେ ଅଛନ୍ତି, ଯବନିକା ପଡିବ । ଆଗକୁ ଆହୁରି  ଅନେକ  ଘଟଣା ଘଟିବ । ନବୀନ ହେଉଛନ୍ତି ଆମର ନେତା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking