ଭୁବନେଶ୍ୱର: ନବୀନଙ୍କୁ କଟାକ୍ଷ କଲେ ବିଧାୟକ ସରୋଜ ପାଢୀ । ଚିକିତ୍ସା ପାଇଁ ଯିବା ପୂର୍ୱରୁ କଲେ ଡ୍ରାମାବାଜି । ବିଜେଡିରେ ଗୋଷ୍ଠୀ କନ୍ଦଳ ତୀବ୍ର ହୋଇଛି । ନବୀନ କି ବିଜେଡିର ଆଉ ଭବିଷ୍ୟତ ନାହିଁ । ବିଜେପି ଆସିବାକୁ ଚାହୁଁଛନ୍ତି ବହୁ ବିଜେଡି ନେତା ।