30.1 C
Bhubaneswar
Sunday, February 8, 2026
Homeଓଡିଶା ନବମ ଥର ନବୀନ ସଭାପତି

 ନବମ ଥର ନବୀନ ସଭାପତି

ଭୁବନେଶ୍ୱର: ବିଜେଡିର ନବମ ଥର ସଭାପତି ହେଲେ ନବୀନ । ନିଦ୍ୱର୍ନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ନବୀନ। ନାଁ ଘୋଷଣା କଲେ ବିଜେଡି ରାଜ୍ୟ ନିର୍ବାଚନ ଅଧିକାରୀ । ଏକମାତ୍ର ପ୍ରାର୍ଥୀ ଭାବେ ଦାଖଲ କରିଥିଲେ  ନାମାଙ୍କନ । ସଭାପତି ହେବା ପରେ ନବୀନଙ୍କୁ ଗୋଟିଏ ପରେ ଗୋଟିଏ ନେତା ଆସି ଫୁଲ ତୋରଡା ଦେଇ ସ୍ୱାଗତ କରିଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking