15.1 C
Bhubaneswar
Saturday, December 6, 2025
Homeଓଡିଶାନବୀନ ଓଡିଆ ଶିଖିପାରିଲେନି: ବିଷ୍ଣୁଦେବ

ନବୀନ ଓଡିଆ ଶିଖିପାରିଲେନି: ବିଷ୍ଣୁଦେବ

ଭୁବନେଶ୍ୱର: ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କଲେ  ଛତିଶଗଡ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେବ ସାଏ । ନୂଆପଡା ପଞ୍ଚମପୁରରେ  ଜୟଙ୍କ ପାଇଁ  ଭୋଟ ମାଗିଲେ । ବିଜେଡି ଓ କଂଗ୍ରେସକୁ କଡା ସମାଲୋଚନା କରିଛନ୍ତି ବିଷ୍ଣୁଦେବ ସାଏ । କଂଗ୍ରେସ ୫୦ ବର୍ଷ ଓ ବିଜେଡି ୨୪  ବର୍ଷ ଶାସନ କରିଛି । ଆପଣମାନେ  ଉଭୟ ଦଳର ଶାସନ ବ୍ୟବସ୍ଥା ଦେଖିଲେ ।  ବର୍ତ୍ତମାନର ବିଜେପି ସରକାରଙ୍କୁ ମଦୟ ଦେଖୁଛନ୍ତି । ଆମ ଦଳ ହେଉଛି ବିଶ୍ୱର ସବୁଠାରୁ ବଡ ରାଜନୈତିକ ଦଳ । ୨୪ ବର୍ଷ ଶାସନରେ ନବୀନ ବାବୁ ଓଡିଆ ଶିଖିପାରିଲେନି । କଂଗ୍ରେସ ପରିବାରବାଦକୁ ଛାଡି ପାରିନି, ମାତ୍ର ବିଜେପିରେ ଏହି ପରମ୍ପରା ନାହିଁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking