28.1 C
Bhubaneswar
Tuesday, February 3, 2026
Homeଓଡିଶାନବୀନ ବାବୁଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ: ଅରବିନ୍ଦ

ନବୀନ ବାବୁଙ୍କ ମନ୍ତବ୍ୟ ଗ୍ରହଣୀୟ ନୁହେଁ: ଅରବିନ୍ଦ

ଭୁବନେଶ୍ୱର: ନବୀନ ବାବୁଙ୍କ ମନ୍ତବ୍ୟକୁ ଗ୍ରହଣ କରିପାରୁନି କହି ଲେ ଅରବିନ୍ଦ ମହାପାତ୍ର । ପାଟକୁରାବାସୀ ହଇରାଣ କରୁଥିବା ମନ୍ତବ୍ୟକୁ ଗ୍ରହଣ କରିପାରୁନି । ପାଟକୁରାବାସୀଙ୍କୁ ନୂଆ ନେତା ନେଇ ନବୀନଙ୍କ ମନ୍ତବ୍ୟ ଉପରେ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି, କାହାକୁ ନୂଆ ନେତା କରିବେ ଜାଣିନି, ୨୦୨୯ ପର୍ଯ୍ୟନ୍ତ ମୁଁ ବିଧାୟକ । ପାଟକୁରାବାସୀ ମୋ ପରିବାର, ପାଟକୁରା ସହ ରହିଛି , ଆଗକୁ ରହିବି ।

ନବୀନଙ୍କୁ ଅରବିନ୍ଦଙ୍କ ଖୋଲା ଚ୍ୟାଲେଞ୍ଜ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking