ନବୀନଙ୍କୁ ଅରବିନ୍ଦଙ୍କ ଖୋଲା ଚ୍ୟାଲେଞ୍ଜ

ଭୁବନେଶ୍ୱର: ନିଲମ୍ବନ ସମ୍ପର୍କିତ ଅଭିଯୋଗକୁ ଚ୍ୟାଲେଞ୍ଜ କଲେ ଅରବିନ୍ଦ ମହାପାତ୍ର । ଭିନ୍ନ ଭିନ୍ନ ଆରୋପକୁ ନେଇ ଖୋଲା ଚ୍ୟାଲେଞ୍ଜ କଲେ ଅରବିନ୍ଦ। କହିଲେ କେତେବେଳେ ଆଣ୍ଟି ପାର୍ଟି, କେତେବେଳେ ମିଡ ଡେ ଅପରେସନ ଆରୋପ ଲଗାଯାଇଛି । ସାଂସଦ ପ୍ରାର୍ଥୀଙ୍କୁ ହରାଇବା ଓ ପାଟକୁରାବାସୀଙ୍କୁ ହଇରାଣର ଆରୋପ ଲଗାଯାଇଛି । ଏହା ଭିତରୁ କେଉଁଠି ଠିକ, ନା ତାଲିକା ଆଗକୁ ବଢିବ କହି ତାଚ୍ଛଲ୍ୟ କରିଛନ୍ତି। କେଉଁମାନେ ଏନେଇ ତଥ୍ୟ ଦେଉଛନ୍ତି ଜାଣିବାକୁ ଚାହୁଁଛି କହିଲେ … Continue reading ନବୀନଙ୍କୁ ଅରବିନ୍ଦଙ୍କ ଖୋଲା ଚ୍ୟାଲେଞ୍ଜ