ଭୁବନେଶ୍ୱର: ଆଜିଠୁ ଦୁଇ ଦିନିଆ ଜାତୀୟ ସୁଶାସନ କର୍ମଶାଳା । କର୍ମଶାଳାକୁ ଶୁଭାରମ୍ଭ କରିବେ କେନ୍ଦ୍ରମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଜିତେନ୍ଦ୍ର ସିଂ ଓ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଶୁଭାରମ୍ଭ କରିବେ । ପ୍ରଶାସନିକ ବ୍ୟବସ୍ଥାରେ ସଂସ୍କାର ଓ ସୁଶାସନ ନେଇ ହେବ ଆଲୋଚନା । ଯୋଗ ଦେବେ ସୁଶାସନ କ୍ଷେତ୍ରରେ ପିଏମଙ୍କ ଦ୍ୱାରା ପୁରସ୍କୃତ ଅଧିକାରୀ ।










