28.1 C
Bhubaneswar
Saturday, November 16, 2024
Homeଦେଶ ବିଦେଶଛିଦ୍ର ପାଇଁ ନାସାର ଚିନ୍ତା  

ଛିଦ୍ର ପାଇଁ ନାସାର ଚିନ୍ତା  

ନୂଆଦିଲ୍ଲୀ : ଆମେରିକା ମହାକାଶ ଗବେଷଣା ସଂସ୍ଥା ନାସା ପାଇଁ ଚିନ୍ତା ଦେଖାଦେଇଛି । ଇଂଟରନ୍ୟାଶନାଲ ସ୍ପେଶ ସେଂଟର କିଛି ସ୍ଥାନରେ ଛିଦ୍ର ଦେଖାଯିବା ସୂଚନା ପଡିଛି । କିଛି ବର୍ଷ  ହେବ ସୃଷ୍ଟି ହୋଇଥିବା ଛିଦ୍ର ଏବେ ପାଖପାଖି ୫୫ରୁ ଅଧିକ ହେଲାଣି । ଏହି ଘଟଣା ସାମାନ୍ୟ ନୁହେଁ କାରଣ ଏହା ଦ୍ବାରା ସେଠାରେ ରହୁଥିବା ମହାକାଶଚାରୀଙ୍କ ପାଇଁ ବଡ ସମସ୍ୟା ଆଣିପାରେ । ନିକଟରେ ରୁଷ ମଧ୍ୟ ଏନେଇ ସତର୍କ କରାଇବା ସହ ଆଗକୁ ବଡ ବିପଦ ଆସିବ ବୋଲି କହିଥିଲା । ୫ବର୍ଷ ହେବ ସ୍ପେଶ ସେଂଟରରେ ଛିଦ୍ର ପରିଲିକ୍ଷିତ ହୋଇଥିଲା । ଏବେ ଏହାର ସଂଖ୍ୟା ପାଖାପାଖି ୫୦ରେ ପହଁଚିଲାଣି । ମାଇକ୍ରୋ ଭାଇବ୍ରେସନ ଅନୁଭବ ହେବା ପରେ ଛିଦ୍ର ବାବଦରେ ଜଣାପଡିଥିଲା । ସୁନୀତା ୱିଲୟମ୍ସ ସାଥୀ ମହାକାଶଚାରୀଙ୍କ ସହ ଫସିରହିଛନ୍ତି । ୧୫୦ଦିନ ହେଲାଣି ଉଭୟ ମହାକାଶଚାରୀ ଫସିରହିଛନ୍ତି । ସେମାନଙ୍କୁ ଫେରାଇ ଆଣିବାକୁ ଚେଷ୍ଟା ଜାରି ରହିଛି  ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking