25.1 C
Bhubaneswar
Thursday, April 2, 2026
Homeଓଡିଶାବିଧାନସଭା ଯୁବ କଂଗ୍ରେସ ସଭାପତିଙ୍କ ନାମ ଘୋଷିତ

ବିଧାନସଭା ଯୁବ କଂଗ୍ରେସ ସଭାପତିଙ୍କ ନାମ ଘୋଷିତ

ଭୁବନେଶ୍ୱର: ଅଖିଳ ଭାରତ ଯୁବ କଂଗ୍ରେସ ସଭାପତି ଶ୍ରୀ ଉଦୟଭାନୁ ଚିବଜୀ, ରାଷ୍ଟ୍ରୀୟ ଯୁବ କଂଗ୍ରେସର ପ୍ରଭାରୀ କ୍ରିଷ୍ଣାଆଲାବେରୁ, ଓଡ଼ିଶା ଦାୟିତ୍ୱରେ ଥିବା ରାଷ୍ଟ୍ରୀୟ ଯୁବ କଂଗ୍ରେସର ସମ୍ପାଦକ ମହେଶ ଦେଶମୁଖ, ଓଡ଼ିଶା ଦାୟିତ୍ୱରେ ଥିବା ସହ ପ୍ରଭାରୀ ରିହାନା ରାଜୁ, ଖୁଶୀ ଦିଗା ବିଭିନ୍ନ ବିଧାନ ସଭାର ଯୁବ କଂଗ୍ରେସ ସଭାପତିଙ୍କ ନାମ ଘୋଷଣା କରିବାପାଇଁ ଅନୁମୋଦନ କରିଥିବାର ପ୍ରଦେଶ ଯୁବ କଂଗ୍ରେସ ସଭାପତି ଜଣାଇଛନ୍ତି ।

ବିଧାନସଭା ଗୁଡ଼ିକର ଯୁବ କଂଗ୍ରେସ ସଭାପତି ମାନେ ହେଲେ- ପଦ୍ମପୁର- ବିକାଶ ବୋହିଦାର, ବରଗଡ଼- ପ୍ରିୟ ରଞ୍ଜନ ଦାଶ, ସୁନ୍ଦରଗଡ଼- ବିଶ୍ୱଜିତ ପଟ୍ଟନାୟକ, ରାଇରଙ୍ଗପୁର ସୁଧୀର ତନ୍ତି, ରାଉରକେଲା- ଗାନ୍ଧୀ ଦାସ, ରଘୁନଥପଲ୍ଲୀ- ସୁମିତ କଂସାରୀ, ତେଲକୋଇ- ଗୌରହରି ପାତ୍ର, ଆନନ୍ଦପୁର- ମାନସ କୁମାର ଜେନା, କେନ୍ଦୁଝର- ସୌମ୍ୟ ରଞ୍ଜନ ରାଉତ, ଚମ୍ପୁଆ- ଗିରପ୍ରିୟା ଜଗନ ସାହୁ, ଘଷିପୁରା- ଦୀପକ କୁମାର ମାଝୀ, ପାଟଣା- ପରମେଶ୍ୱର ନାୟକ, ଜଶିପୁର- ଜୟନ୍ତ କୁମାର ମହାନ୍ତ, ଉଦଳା- ଧୃବରାଜ ମୁର୍ମୁ, ମୋରଡ଼ା- ତାପସ ରଞ୍ଜନ ରାଉତ, ବଡ଼ସାହି- ଦିପ୍ତୀ ଭାନୁ ସେନାପତି, କରଞ୍ଜିଆ- ରାହୁଲ ସିଂହ, ଭୋଗରାଇ- ଜୟଦେବ ଦାଶ, ବାଲେଶ୍ୱର- ଜୀବନ ମହାପାତ୍ର, ରେମୁଣା- ମନୋଜ ମହାନ୍ତି, ସିମୁଳିଆ ନିରଞ୍ଜନ ପରିଡ଼ା, ଭଣ୍ଡାରିପୋଖରୀ – ସୟଦ ସାଦିକ, ବାସୁଦେବପୁର- ସିର୍ଦ୍ଧାଥ କୁମାର ଦାସ, ଚାନ୍ଦବାଲି- ଶକ୍ତି ପ୍ରତାପ ବିଶ୍ୱାଳ, ଛେଣ୍ଡିପଦା- ଦିପେନ ସାହୁ, ଲୋଇସିଂଗା- ସଂଜୀବ ନାଗ, ପାଟଣାଗଡ଼- ଚନ୍ଦନ ସାହୁ, ଲାଞ୍ଜିଗଡ଼-ଜଗା କାଳିଆ, ଜୁନାଗଡ଼- ଦେବରାଜ ଭାଟି, ଧର୍ମଗଡ଼- ଗୋଲକ ନାୟକ, ଭବାନୀପାଟଣା- ଆଲୋକ ରଞ୍ଜନ ପତ,ି ନର୍ଲା- ଦିପୁ ପାତ୍ର, ଝରିଗାଁ – ରବିନ୍ଦ୍ର ମାଟିଆ, ନବରଙ୍ଗପୁର- ସୁରଜ ଲାଲ, ମାଲକାନଗିରି – ସୁନିଲ କୁମାର ସେଠୀ, ଚିତ୍ରକୋଣ୍ଡା- ବେଣୁ ହେନ୍ତାଳ, ତିର୍ତ୍ତୋଲ- ସଫି ଆଜାମ, ପୁରୀ- ମନୋଜ ମଣ୍ଡଳ, ଏକ୍ରାମ ଭୁବନେଶ୍ୱର- ବଳରାମ ନନ୍ଦ, ଭୁବନେଶ୍ୱର ମଧ୍ୟମ- ସୁରଜ ରାଉତ, ବ୍ରହ୍ମପୁର- ତତ୍‌ସତ ସୁବୁଦ୍ଧି, କବିସୂର୍ଯ୍ୟ ନଗର- ସଂଜୟ କୁମାର ମଣ୍ଡଳ, ଗୋପାଳପୁର- ରାଜୀବ ରମଣ ଖୁଣ୍ଟିଆ, ବିଷମ କଟକ- ବଳଦେବ ସତପଥି, ରାୟଗଡ଼ା- ଯୋଶେପ ଖୋସଲା, ଲକ୍ଷ୍ମୀପୁର- ମଂଟି ଖରା, ଯୟପୁରରମେଶ ରାଓ, କୋରାପୁଟ- ଇଶୁ ଖିଲୋ, ପଟାଙ୍ଗୀ- ଜଗଦିଶ ବାଗ, ଖରିଆର- ପ୍ରଦୀପ ବେହରା ପ୍ରମୁଖ ରହିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking