14.1 C
Bhubaneswar
Saturday, December 27, 2025
Homeଓଡିଶାମାଡିଗଲା ମୋ ବସ୍‌, ଚାଲିଗଲା ଜୀବନ

ମାଡିଗଲା ମୋ ବସ୍‌, ଚାଲିଗଲା ଜୀବନ

ଭୁବନେଶ୍ୱର : ଜଣଙ୍କ ଉପରେ ମାଡିଗଲା ବସ୍ । ରଘୁନାଥପୁର ଛକରେ ମାଡିଗଲା ମୋ ବସ୍ । ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଗୁରୁତରଙ୍କ ମୃତ୍ୟୁ । ସୂଚନା ଅନୁସାରେ, ପୁରୀ ଜିଲ୍ଲା ପୀରିକୁଦର ୩୩ ବର୍ଷୀୟ ଯୁବକ ନିରଞ୍ଜନ ପଣ୍ଡାଙ୍କ ଉପରେ ମୋ ବସ୍ ଚଢିଯାଇଥିଲା । ଫଳରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking