25.1 C
Bhubaneswar
Thursday, March 19, 2026
Homeଓଡିଶାଜଳିଗଲା ମୋ ବସ୍

ଜଳିଗଲା ମୋ ବସ୍

କଟକ : ହୁତୁହୁତୁ ହୋଇ ଜଳିଲା ମୋ ବସ୍। କଟକ ସିଡିଏ ସେକ୍ଟର-୯ ରାସ୍ତା ଉପରେ ‘ମୋ ବସ୍’ରେ ଲାଗିଲା ନିଆଁ । ସୂଚନା ଅନୁଯାୟୀ, ଆଜି ସକାଳେ ମୋ ବସଟି ପୁରୀରୁ ଯାତ୍ରୀଙ୍କୁ ନେଇ କଟକ ଆସୁଥିଲା। କଟକ ସିଡିଏ ସେକ୍ଟର-୯ ନିକଟରେ ବସରୁ ଧୂଆଁ ବାହାରିଥିଲା। ଡ୍ରାଇଭର ଏହା ଜାଣିପାରି ଯାତ୍ରୀମାନଙ୍କୁ ତଳକୁ ଓହ୍ଲାଇ ଦେଇଥିଲା। ପରେ ବସ୍‌ଟି ରାସ୍ତା ଉପରେ ହୁତୁ ହୁତୁ ହୋଇ ଉପରେ ଜଳିବାକୁ ଲାଗିଥିଲା । ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା।ତେବେ ବସ୍‌ରେ କିପରି ନିଆଁ ଲାଗିଲା ତାର କାରଣ ଅସ୍ପଷ୍ଟ ରହିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking