31.1 C
Bhubaneswar
Friday, March 14, 2025
Homeଓଡିଶା‘ମୋ ବସ୍‌’ ନେଇଛି ୬ ଜୀବନ

‘ମୋ ବସ୍‌’ ନେଇଛି ୬ ଜୀବନ

ଭୁବନେଶ୍ୱର: ଭୁବନେଶ୍ୱର ଓ ଆଖପାଖରେ ଗଡୁଛି ୩୭୫ଟି ‘ମୋ ବସ୍‌’ । କ୍ରୁଟ୍ ଦ୍ୱାରା ୩୭୫ଟି ‘ମୋ ବସ୍‌’ ଚଳାଚଳ କରୁଛି । ‘ମୋ ବସ୍‌’ ଧକ୍କାରେ ୬ ଜଣଙ୍କ ଜୀବନ ଯାଇଛି । ଗୃହରେ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କ ଉତ୍ତର । ଗତ ୮ ମାସରେ ୬ ଜଣଙ୍କ ମୃତ୍ୟୁ, ୧୮ ଜଣ ଆହତ ହୋଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking