19.1 C
Bhubaneswar
Thursday, December 25, 2025
Homeଓଡିଶାବେଳାଭୂମୀରେ କ୍ଷତାକ୍ତ ଶବ ଠାବ

ବେଳାଭୂମୀରେ କ୍ଷତାକ୍ତ ଶବ ଠାବ

ପୁରୀ : ବେଳାଭୂମିରେ ଅଜଣା ଯୁବକଙ୍କ କ୍ଷତାକ୍ତ ମୃତଦେହ ଠାବ ହୋଇଛି । ବଳିଆପଣ୍ଡା ଲାଇଟ ହାଉସ ନିକଟରେ ମୃତଦେହ ଠାବ ହୋଇଛି । ଯୁବକଙ୍କୁ ହତ୍ୟା ପରେ କେହି ଫିଙ୍ଗିଥିବା ସନ୍ଦେହ ହେଉଛି । ତେବେ ଘଟଣାସ୍ଥଳରେ ପୋଲିସର ତଦନ୍ତ ଜାରି ରହିଛି ।

ନାବାଳକଙ୍କୁ ନିର୍ମମ ହତ୍ୟା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking