ପୁରୀ: ବରିଷ୍ଠ ସେବାୟତଙ୍କୁ ହତ୍ୟା । ବରିଷ୍ଠ ସେବାୟତ ଜଗନ୍ନାଥ ଦୀକ୍ଷିତଙ୍କୁ ହତ୍ୟା କରିଥିବା ସନ୍ଦେହ କରାଯାଉଛି । ମୃତ ସେବାୟତ ମହାସୁହାର ସାହି, ଗୁଡିଆସାହି ଯାଇଥିଲେ । ଘଟଣା ପରେ ସନ୍ଦେହ ଭିତରକୁ ଆସିଥିବା ବ୍ୟକ୍ତି ଫେରାର ହୋଇଥିବା ସୂଚନା ମିଳିଛି । ପୋଲିସ ଛାଉଣୀ ଭିତରେ ଏପରି ଘଟଣାକୁ ନେଇ ଛାନଭିନ କରାଯାଉଛି । ମୃତଦେହ ବାହାରେ ଫିଙ୍ଗା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି ।