26.1 C
Bhubaneswar
Tuesday, June 10, 2025
Homeଓଡିଶାପରକୀୟା ପ୍ରୀତିରୁ ଫରେଷ୍ଟରଙ୍କୁ ହତ୍ୟା !

ପରକୀୟା ପ୍ରୀତିରୁ ଫରେଷ୍ଟରଙ୍କୁ ହତ୍ୟା !

ନୟାଗଡ: ଫରେଷ୍ଟରଙ୍କ ଅଧାପୋଡା ମୃତଦେହ ମିଳିବା ଘଟଣାରେ   ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ  ବଡଭାଇ । ପରକୀୟା ପ୍ରୀତିରୁ ଫରେଷ୍ଟରଙ୍କୁ ପତ୍ନୀ ପୋଡି ମାରିଥିବା ଅଭିଯୋଗ ହୋଇଛି ।  ହତ୍ୟା ଅଭିଯୋଗ ଆଧାରରେ ସାଇଣ୍ଟିଫିକ ଟିମ ତଦନ୍ତ ଆରମ୍ଭ କରିଛି । ସୂଚନା ଥାଉକି, ଘର ଭିତରେ ଫରେଷ୍ଟର ଶିଶିର ସାହୁଙ୍କ ମୃତଦେହ ମିଳିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking