29.1 C
Bhubaneswar
Sunday, March 16, 2025
Homeଓଡିଶାରାଜଧାନୀରେ ଛୁରୀ ଭୁସି ଯୁବକଙ୍କୁ ହତ୍ୟା

ରାଜଧାନୀରେ ଛୁରୀ ଭୁସି ଯୁବକଙ୍କୁ ହତ୍ୟା

ଭୁବନେଶ୍ୱର : ହୋଲିରେ ରାଜଧାନୀରେ ଛୁରୀ ଭୁସି ଯୁବକଙ୍କୁ ହତ୍ୟା କରାଯାଇଛି । ଦିନ ଦ୍ୱିପହରେ ସହିଦନଗର ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟାକାଣ୍ଡ ଦେଖାଯାଇଛି । ଜଣେ ଯୁବକଙ୍କୁ ୪ ଦୁବୃତ୍ତ ଛୁରୀ ଭୁସି ହତ୍ୟା କରିଛନ୍ତି । ପୂର୍ୱ ଶତ୍ରୁତାକୁ କେନ୍ଦ୍ର କରି ହତ୍ୟାକାଣ୍ଡ ହୋଇଥିବା ସୂଚନା ମିଳୁଛି । ପୋଲିସ  ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରୁଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking