27.1 C
Bhubaneswar
Saturday, December 13, 2025
Homeଓଡିଶାସଂଖ୍ୟାଲଘୁ ସେଲରୁ ମୁନ୍ନା ଖାଁଙ୍କ ଇସ୍ତଫା !

ସଂଖ୍ୟାଲଘୁ ସେଲରୁ ମୁନ୍ନା ଖାଁଙ୍କ ଇସ୍ତଫା !

ଭୁବନେଶ୍ୱର: ନବୀନ ନିବାସରେ ପହଞ୍ଚିଲେ ବିଜେଡି ସାଂସଦ ମୁନା ଖାନ । ବିଜେଡି ସଂଖ୍ୟାଲଘୁ ସଂପ୍ରଦାୟ କମିଟିରୁ ମୁନା ଖାନ ଇସ୍ତଫା ଦେଇଥିବା ଚର୍ଚ୍ଚା ହୋଇଛି । ସଂଖ୍ୟାଲଘୁ ସଂପ୍ରଦାୟର ସାଉଥ ଜୋନ ସଂଯୋଜକ  ପଦରୁ ମୁନ୍ନା ଖାଁଙ୍କ ଇସ୍ତଫା ଚର୍ଚ୍ଚା  । ଗତ ୫ ତାରିଖରେ ଗଠନ ହୋଇଥିବା ସଂଖ୍ୟାଲଘୁ ସଂପ୍ରଦାୟ କମିଟି ବସିଥିଲା । ଦିଲ୍ଲୀପ ତିର୍କୀଙ୍କୁ ସଂଖ୍ୟାଲଘୁ କମିଟିର ଆବାହକ ଦାୟିତ୍ୱ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking