25.1 C
Bhubaneswar
Wednesday, March 25, 2026
Homeଓଡିଶାମୁକୁଳା ଡ୍ରେନ ନେଲା ଜୀବନ

ମୁକୁଳା ଡ୍ରେନ ନେଲା ଜୀବନ

ଭୁବନେଶ୍ୱର: ପୁରୀରେ ଘଟିଛି ଏକ ଅଭାବନୀୟ ଘଟଣା । ଡ୍ରେନରେ ପଡି ଜଣେ ଯୁବକଙ୍କ ଜୀବନ ଯାଇଥିବା ଖବର ସାମ୍ନାକୁ ଆସିଛି । ତେବେପୁରୀରେ ମୁକୁଳା ଡ୍ରେନ ନେଲା ଯୁବକଙ୍କ ଜୀବନ । ଗଜପତି ନଗରରେ ମୁକୁଳା ଡ୍ରେନରେ ପଡି ଯୁବକଙ୍କ ମୃତ୍ୟୁ ଘଟିଛି । ସଦର ମେଡିକାଲରେ ମୃତ୍ୟୁ ଘୋଷଣା କଲେ ଡାକ୍ତର । ତେବେ ସୂଚନା ମୁତାବକ , ମୃତକଙ୍କ ପରିଚୟ ମିଳିପାରିନି । ଘଟଣା ସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking