24.1 C
Bhubaneswar
Monday, April 6, 2026
Homeଓଡିଶାସିନ୍ଦୁକ ଓ ଆଲମିଲା ସ୍ଥାନାନ୍ତର

ସିନ୍ଦୁକ ଓ ଆଲମିଲା ସ୍ଥାନାନ୍ତର

ପୁରୀ : ରତ୍ନଭଣ୍ଡାରରୁ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ପ୍ରସଙ୍ଗ । ଶ୍ରାମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀଙ୍କ ସୂଚନା । ରତ୍ନଭଣ୍ଡାରରୁ ସିନ୍ଦୁକ ଓ ଆଲମିରା ସ୍ଥାନାନ୍ତର ହେଲା । ବାହାର ଓ ଭିତର ଭଣ୍ଡାର ସିନ୍ଦୁକ ସ୍ଥାନାନ୍ତର ହେଲା । ମାଜିଷ୍ଟ୍ରେଟଙ୍କ ଉପସ୍ଥିତରେ ସ୍ଥାନାନ୍ତର କରାଗଲା । ବାହାର ରତ୍ନଭଣ୍ଡାରର ଗୋଟିଏ କାଠ କବାଟ ଭଙ୍ଗାଗଲା । ଲୁହା ସିନ୍ଦୁକ ବାହାର କରିବାକୁ କାଠକବାଟ କଟାଗଲା । ଏହାପରେ କାଠ କବାଟକୁ ମରାମତି କରାଗଲା । ଏବେ ଏଏସଆଇକୁ ଚିଠି ଲେଖିବୁ । ଆଶା କରୁଛି ଏଏସଆଇ ଶୀଘ୍ର ମରାମତି କାମ କରିବେ । ମରାମତି ପରେ ରତ୍ନଭଣ୍ଡାରକୁ ଅଳଙ୍କାର ସ୍ଥାନାନ୍ତର ହେବ । ଅଳଙ୍କାର ସ୍ଥାନାନ୍ତର ପରେ ଗଣତିମଣତି କରାଯିବ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking