18.1 C
Bhubaneswar
Saturday, December 6, 2025
Homeଓଡିଶାଝିଅ ପରେ ଆଖି ବୁଜିଲେ ମା’

ଝିଅ ପରେ ଆଖି ବୁଜିଲେ ମା’

ଭୁବନେଶ୍ୱର: ଝିଅ ପରେ ମା’ ଙ୍କର ହେଲା ମୃତ୍ୟୁ । ଦିନକ ତଳେ ୮ ବର୍ଷର ଝିଅ ପ୍ରାଣ ହରାଇଥିବା ବେଳେ  ଆଜି ମାଙ୍କ ର ମଧ୍ୟ ମୃତ୍ୟୁ ହୋଇଛି । ମୃତ ମହିଳାଙ୍କ ନାଁ ରେବତୀ ରାଉଳ । ରାକ୍ଷୀ ପୂଣ୍ଣିମାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଥିଲା । ଘଟଣାସ୍ଥଳରେ ପ୍ରାଣ ହରାଇଥିଲା ୮ ବର୍ଷର କୁନି ଝିଅ । ଏହାକୁ ନେଇ ଗତକାଲି ରାଜରାସ୍ତାକୁ  ବନ୍ଦ କରିଥିଲେ  ସ୍ଥାନୀୟ ଲୋକେ । ଦୁର୍ଘଟଣା ଘଟାଇଥିବା ଥର ଗାଡି ମଧ୍ୟ  ଜବତ ହୋଇଥିଲା ।  ଆଜି ଏକ ଘରୋଇ ହସ୍ପିଟାଲରେ ମା ରେବତୀ ରାଉଳଙ୍କର ମୃତ୍ୟୁ ହୋଇଛି ।  ଦୁର୍ଘଟଣା ଘଟାଇଥିବା ଡ୍ରାଇଭର  ଏବେବି ଫେରାର ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking