27.1 C
Bhubaneswar
Friday, December 5, 2025
Homeଓଡିଶାଦେଢ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରି ପୋଖରୀରେ ଫିଙ୍ଗିଦେଲା ମାଆ

ଦେଢ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରି ପୋଖରୀରେ ଫିଙ୍ଗିଦେଲା ମାଆ

ପୁରୀ: ଦେଢ ବର୍ଷର ଶିଶୁ କନ୍ୟାକୁ  ହତ୍ୟା କରି ପୋଖରୀରେ ଫିଙ୍ଗିଦେଲା ମାଆ । ପାରିବାରିକ କଳହରୁ  କରୁଣ ପରିଣତି। ଜନ୍ମ କଲା ମାଆ  ଦେଢ ବର୍ଷର ଶିଶୁ କନ୍ୟାକୁ ହତ୍ୟା କରି ଗଡିଆକୁ ଫିଙ୍ଗି ପଳାଇଥିଲା। ଦେବଦୂତ ହୋଇ ମୃତ ଶିଶୁକୁ  ଉଦ୍ଧାର କରିଛନ୍ତି ଗ୍ରାମବାସୀ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି  ପୁରୀ ଜିଲ୍ଲା  ଡେଲାଙ୍ଗ ସଡାଙ୍ଗୋଇ  ଗାଁରେ । ଏହି ଘଟଣା ଚାରିଆଡେ ଚାଞ୍ଚଲ୍ୟ ଖେଳାଇ ଦେଇଛି । ସୂଚନା ଅନୁସାରେ ସଡଙ୍ଗଇ ଗାଁର ସୁବାସ ବରାଳ ସେହି ଗାଁର ଡଲି ପରିଡାଙ୍କ ଝିଅକୁ  ବିବାହ କରିଥିଲେ । ଡଲି ପରିଡାଙ୍କ କହିବା କଥା ତାଙ୍କ ଝିଅକୁ ସବୁବେଳେ ଶାଶୁ ଘର ଲୋକେ ହଇରାଣ କରିବା ସହ ମାରପିଟ କରୁଥିଲେ ।  ଯାହାକୁ ଏତେ ବଡ ଭୁଲ କରିଛନ୍ତି ଡଲି ।  ଝିଅକୁ ସ୍ତ୍ରୀ ମାରିଦେଇ ଚାଲିଯାଇଥିବା ସୁବାସ ଅଭିଯୋଗ ଆଣିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking