15.1 C
Bhubaneswar
Thursday, December 11, 2025
Homeଓଡିଶାବିଷ ପିଇ ଶାଶୁ, ବୋହୂ ମୃତ

ବିଷ ପିଇ ଶାଶୁ, ବୋହୂ ମୃତ

କଟକ: ବିଷ ପିଇ ଶାଶୁ, ବୋହୂ ମୃତ । ସ୍ୱାମୀ ଗୁରୁତର । ବଡବାରସିଂହ ଗାଁରେ ଅଭାବନୀୟ ଘଟଣା ଘଟିଛି । ପାରିବାରିକ କଳହରୁ ବିଷ ପିଇଦେଇଥିବା ସୂଚନା ମିଳୁଛି । ଗୁରୁତର ସ୍ୱାମୀ ବଡମ୍ବା ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।   ଉଭୟେ ଶାଶୁ ବୋହୁ ଙ୍କୁ ପୋଲିସ ଘଟଣାସ୍ଥଳରେ ପହଞ୍ଚି  ଅପମୃତ୍ୟୁ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking