25.1 C
Bhubaneswar
Monday, January 12, 2026
Homeଓଡିଶାମା ଓ ପୁଅଙ୍କୁ ଧକ୍କା ଦେଲା କାର: ପୁଅ ମୃତ

ମା ଓ ପୁଅଙ୍କୁ ଧକ୍କା ଦେଲା କାର: ପୁଅ ମୃତ

ଦଶପଲ୍ଲା: ଦଶପଲ୍ଲା ଅଞ୍ଚଳରେ ଘଟିଛି ଏକ ମର୍ମନ୍ତୁଦ ଦୁର୍ଘଟଣା । ମା ଓ ୨ ପୁଅ ମିଶିକି ବିଲକୁ ଯାଉଥିବା ବେଳେ ଘଟିଛି ଏଭଳି ଦୁର୍ଘଟଣା । ତେବେ ଘଟଣା ସ୍ଥଳରେ ସାନ ପୁଅ ର ମୃତ୍ୟୁ ଘଟିଛି । ତେବେ ସୂଚନା ଅନୁଯାଇ , ମା ଓ ପୁଅଙ୍କୁ ଧକ୍କା ଦେଲା କାର , ସାନ ମୃତ । ବାଣୀଗୋଚ୍ଛା ଥାନା କୁଲୁରୁକୁମ୍ପା ଛକରେ ଧକ୍କା ଦେଲା କାର । ସାନପୁଅ ମୃତ , ଗୁରୁତର ମା ଓ ବଡପୁଅ ମେଡିକାଲ ରେ ଭର୍ତ୍ତି । ବିଲକୁ ଯାଉଥିବା ବେଳେ ଧକ୍କା ଦେଲା କାର । କାର ଚାଲାକକୁ ଅଟକ । ପୋଲିସ ଅଧିକ ତଦନ୍ତ କରୁଥିବା ନେଇ ସୂଚନା ରହିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking