21.1 C
Bhubaneswar
Friday, December 19, 2025
Homeଦେଶ ବିଦେଶମେ ୨୭ରେ କେରଳ ଛୁଇଁବ ମୌସୁମୀ

ମେ ୨୭ରେ କେରଳ ଛୁଇଁବ ମୌସୁମୀ

ନୂଆଦିଲ୍ଲୀ: ଏଥର ଦେଶକୁ ଶୀଘ୍ର ମୌସୁମୀ ଛୁଇଁବା ନେଇ ସମ୍ଭାବନା ରହିଛି ।  ମେ ୨୭ରେ  ତାରିଖରେ  କେରଳ ଛୁଇଁବ ଦକ୍ଷିଣ – ପଶ୍ଚିମ   ମୌସୁମୀ ।  ମଡେଲଜନିତ ତ୍ରୁଟି ପାଇଁ ୪ ଦିନ ଆଗକୁ ହୋଇପାରେ । ଏନେଇ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।  ୨୦୦୫ରୁ ୨୦୨୪ ଯାଏ କେବଳ ଗୋଟିଏ ବର୍ଷ(୨୦୧୫)କୁ ବାଦ୍ ଦେଲେ ଅନ୍ୟ ସବୁ ଥରର ଆକଳନ ସଠିକ୍ ହୋଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking