24.1 C
Bhubaneswar
Monday, March 23, 2026
Homeଓଡିଶାଶ୍ରୀମନ୍ଦିରରେ ଦର୍ଶନ ପାଇଁ ଟଙ୍କା କାରବାର!

ଶ୍ରୀମନ୍ଦିରରେ ଦର୍ଶନ ପାଇଁ ଟଙ୍କା କାରବାର!

ପୁରୀ: ଶ୍ରୀଜିଉଙ୍କୁ ଦର୍ଶନ କରାଇବା ପାଇଁ ଟଙ୍କା ମାଗୁଛି ଏକ ୱେବ୍‌ସାଇଟ୍‌। ଇଣ୍ଡିଆ ଥ୍ରିଲ୍‌ସ ନାମକ ଏକ ୱେବ୍‌ସାଇଟ୍‌ ଟଙ୍କା ମାଗୁଥିବା ଅଭିଯୋଗ ହୋଇଛି। ବିଭିନ୍ନ ବର୍ଗର ଦେୟଯୁକ୍ତ ଦର୍ଶନ ନେଇ ୱେବ୍‌ସାଇଟ୍‌ରେ ରହିଛି ତଥ୍ୟ। ଜଗନ୍ନାଥ ଦର୍ଶନ ପାଇଁ ୫୦, ୧୦୦, ୫୦୦ ଟଙ୍କା ରେଟ୍‌ ଚାର୍ଟ ରଖାଯାଇଛି। ସ୍ବତନ୍ତ୍ର ଦର୍ଶନ ପାଇଁ ୫୦ ଟଙ୍କା ରଖିଥିବା ବେଳେ ଶୀଘ୍ର ଦର୍ଶନ ପାଇଁ ୧୦୦ ଟଙ୍କା ଏବଂ ଭିଆଇପି ଦର୍ଶନ ପାଇଁ ୫୦୦ ଟଙ୍କା ଉଲ୍ଲେଖ କରାଯାଇଛି

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking