26.1 C
Bhubaneswar
Monday, October 21, 2024
Homeଓଡିଶାଲୋକସେବା ଭବନରେ ବାତ୍ୟାର ସ୍ଥିତି ସମୀକ୍ଷା କଲେ ମୋହନ ମାଝୀ

ଲୋକସେବା ଭବନରେ ବାତ୍ୟାର ସ୍ଥିତି ସମୀକ୍ଷା କଲେ ମୋହନ ମାଝୀ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ମୁକାବିଲା ନେଇ ସରିଲା ମୁଖ୍ୟମନ୍ତ୍ରୀଙ୍କ ସମୀକ୍ଷା ବୈଠକ । ଲୋକସେବା ଭବନରେ ବାତ୍ୟାର ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ବୈଠକରେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ, ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା ଓ ଏସଆରସିଙ୍କ ସହ ପ୍ରଭାବିତ ହେବାକୁ ଥିବା ଜିଲ୍ଲାଗୁଡିକର ଜିଲ୍ଲାପାଳ ମଧ୍ୟ ସାମିଲ ହୋଈଥିଲେ। ସମସ୍ତ ବିଭାଗୀୟ ଅଧିକାରୀ ଉପିସ୍ଥିତ ଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking