15.1 C
Bhubaneswar
Tuesday, January 13, 2026
Homeଓଡିଶାଦୁର୍ନୀତିଖୋରଙ୍କୁ 'ମୋହନ' ଛାଟ

ଦୁର୍ନୀତିଖୋରଙ୍କୁ ‘ମୋହନ’ ଛାଟ

ଭୁବନେଶ୍ୱର: ଦୁର୍ନୀତି ବିରୋଧରେ ଆକ୍ସନ ମୋଡ଼ରେ ମୋହନ ସରକାର । ୫ ମାସରେ ୯୦ ବାବୁଙ୍କ ବିରୋଧରେ ଭିଜିଲାନ୍ସ ମାମଲା । ଗୃହରେ ପ୍ରତାପ କେଶରୀ ଦେବ ପ୍ରଶ୍ନ କରିଥିଲେ । ଏ ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଉତ୍ତର ଦେଇଛନ୍ତି। ସର୍ବାଧିକ ରାଜସ୍ୱ ବିଭାଗର ୨୦ ଅଧିକାରୀ ରହିଛନ୍ତି । ପଞ୍ଚାୟତି ବିଭାଗର ୧୮ ଅଧିକାରୀଙ୍କ ବିରୋଧରେ ମାମଲା ହୋଇଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking