38.5 C
Bhubaneswar
Sunday, May 18, 2025
Homeଦେଶ ବିଦେଶକଂଗ୍ରେସକୁ ମୋଦୀଙ୍କ ଟାର୍ଗେଟ

କଂଗ୍ରେସକୁ ମୋଦୀଙ୍କ ଟାର୍ଗେଟ

ନୂଆଦିଲ୍ଲୀ: ରାଜ୍ୟସଭାରେ ପ୍ରଧାନମନ୍ତ୍ରୀ ଅଭିଭାଷଣ ରଖିଛନ୍ତି । କହିଛନ୍ତି ରାଷ୍ଟ୍ରପତିଙ୍କ ଅଭିଭାଷଣ ପ୍ରେରଣାଦାୟକ ଓ ପ୍ରଭାବଶାଳୀ ଥିଲା ଏବଂ ଆମ ସମସ୍ତଙ୍କୁ ଆଗକୁ ଯିବାର ରାସ୍ତା ଦେଖାଇଛି । ଆମର ବିକାଶ ମଡେଲକୁ ଜନତା ସମର୍ଥନ ଦେଇଛନ୍ତି । ଆମର ମଡେଲ ତୁଷ୍ଟୀକରଣ ନୁହେଁ ସନ୍ତୁଷ୍ଟୀକରଣ । କଂଗ୍ରେସ କେବଳ ପରିବାରବାଦରେ ସୀମିତ । ଦୁର୍ନୀତିରେ ବୁଡି ରହିଛି କଂଗ୍ରେସ । ଜାତିବାଦର ବିଷ ବୁଣିବାକୁ ଉଦ୍ୟମ ହେଉଛି । କଂଗ୍ରେସଠାରୁ ‘ସବକା ସାଥ, ସବକା ବିକାଶ’ ଆଶା କରିବା ଏକ ବଡ ଭୁଲ ହେବ । ଓବିଶି ବର୍ଗ ପାଇଁ ୧୦ ପ୍ରତିଶତ ସଂରକ୍ଷଣ ବ୍ୟବସ୍ଥା ହୋଇଛି । ସଂରକ୍ଷଣ ବ୍ୟବସ୍ଥାକୁ ଏସସି, ଏସଟି ବର୍ଗ ସମର୍ଥନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking