28.1 C
Bhubaneswar
Friday, July 18, 2025
Homeଓଡିଶାଜୁନ ୨୦ରେ ଓଡିଶା ଆସିବେ ମୋଦି

ଜୁନ ୨୦ରେ ଓଡିଶା ଆସିବେ ମୋଦି

ଭୁବନେଶ୍ୱର: ଜୁନ ୨୦ ତାରିଖରେ ଓଡିଶା ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଜୁନ ୧୨ ନୁହେଁ ୨୦ ତାରଖରେ ଓଡିଶା ଆସିବେ ମୋଦି । ରାଜ୍ୟ ସରକାରଙ୍କ ବର୍ଷ ପୂର୍ତ୍ତି ଉତ୍ସବରେ ଯୋଗଦେବେ । ୧୨ ତାରିଖରେ ଆସିବାକୁ ଆମେ ନିବେଦନ କରିଥିଲୁ । ୨୦ ତାରଖରେ ଆସିବା ନେଇ ସମୟ ଧାର୍ଯର୍୍ୟ ହୋଇଛି । ୧୨ ତାରିଖର ମୂଳ କାର୍ଯ୍ୟକ୍ରମ ୨୦କୁ ଘୁଞ୍ôଚଯାଇଛି । ଶେଷ କାର୍ଯ୍ୟକ୍ରମ ୨୦ରେ ହେବ । ସେନେଇ ସ୍ଥାନ ନିରୂପଣ ଚାଲିଛି । ଏନୋଇ ସୂଚନା ଦେଇଛନ୍ତି ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking